Download Now Banner

This browser does not support the video element.

ନୂଆପଡା: ନେସନାଲ ମହାବିଦ୍ୟାଳୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୋକସୋ ଏକ୍ଟ କୁ ନେଇ ସଚେତନତା କାର୍ଯ୍ୟକ୍ରମ

Nuapada, Nuapada | Sep 6, 2025
ଆଜି ଅପରାହ୍ନ ତିନିଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ମହକୁମା ନେସନାଲ ମହାବିଦ୍ୟାଳୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୋକସୋ ଏକ୍ଟ୍ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ପ୍ରାଧିକରଣ ର ସଚିବ ନାବନିତା ଦାସ ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us