Install App
jagatsinghpur224
This browser does not support the video element.
ଜଗତସିଂହପୁର: ଜାହାନପୁର ଗ୍ରାମପଞ୍ଚାୟତର ମା ବୁଢ଼ୀ ତରଡେଇଙ୍କ ପୀଠରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ବିଧାୟକଙ୍କ ଦ୍ୱାରା ଉଦଘାଟିତ
Jagatsinghapur, Jagatsinghpur | Aug 23, 2025
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଜାହାନପୁର ଗ୍ରାମପଞ୍ଚାୟତର ମା ବୁଢ଼ୀ ତରଡେଇଙ୍କ ପୀଠରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଉଦଘାଟନ । ଆଜି ରାତି ୯ ଟା ସମୟରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଛି । ଏହି ଉଜ୍ଜ୍ୱଳ ଆଲୋକିକରଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ହେବ ଦାବି କରିଆସୁଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!