Download Now Banner

This browser does not support the video element.

ଖୋର୍ଦ୍ଧା: ଦେଉଳି ଗ୍ରାମରେ ହାତୀ ଉପଦ୍ରବ୍ୟ। ହାତୀ ଖୋଜରେ ଫସଲ ନଷ୍ଟ ଚିନ୍ତାରେ ଚାଷୀ

Khordha, Khordha | Sep 1, 2025
ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର କେଳୁ ପରିଡ଼ା, ଗୟାଧର ବାଲିଆରସିଂ ଓ ଗୌରାଙ୍ଗ ମାଣିଆ ନିଜ ଜମିରେ ଜହ୍ନି, କାକୁଡି, ବାଇଗଣ, କଲରା, କୋବି ଆଦି ପନିପରିବା ଓ ସେହି ଗ୍ରାମର ମନୋରଞ୍ଜନ ମ।ଣିଆ ଙ୍କ ସହ ବହୁ ଚାଷୀ ଙ୍କ ଧାନ ଫସଲ ନଷ୍ଟ ନଷ୍ଟ କରିଛନ୍ତି ହାତୀ ପଲ୍ଲ ।ସକାଳୁ ଦେଖିବାପରେ ହତାଶ ହୋଇଛନ୍ତି ଚାଷୀ କୁଲ । ବାରମ୍ବାର ଘଟୁଛି ଏଭଳି ଘଟଣା ।ଚାଷ ଉପରେ ନିର୍ଭରଶିଳ ଏମାନେ । ଆଖି ଆଗରେ ପରିଶ୍ରମ ଫସର ଫ।ଟୁଛି । ବାରମ୍ବାର ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଦୃଷ୍ଟିଗୋଚର କଲେ ମଧ୍ୟ ମିଳୁନି ସୁଫଳ।
Read More News
T & CPrivacy PolicyContact Us