Download Now Banner

This browser does not support the video element.

ସିମୁଳିଆ: ପତଡା ମଶାଣି ପାଖରୁ ଗରସଙ୍ଗ ଗ୍ରାମ ର ଜଣେ ପ୍ରଧାନ ଶିକ୍ଷକ ଅଚେତ ଅବସ୍ଥା ରେ ଉଦ୍ଧାର, କାରଣ ଅସ୍ପଷ୍ଟ l

Similia, Balasore | Sep 5, 2025
ଚେତାଶୁନ୍ୟ ଅବସ୍ଥା ରେ ପ୍ରଧାନ ଶିକ୍ଷକ ଉଦ୍ଧାର। ଖଇରା ଥାନା କଇଁଥଗଡିଆ ପଞ୍ଚାୟତ ପତଡା ମଶାଣି ପାଖରୁ ଅଚେତ ଅବସ୍ଥା ରେ ଗରସଙ୍ଗ ଶୁଣ୍ଡିଆ ଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଜେନା ଙ୍କୁ ଉଦ୍ଧାର ପରେ ଖଇରା ମେଡିକାଲ ରେ ଭର୍ତ୍ତି, ଅବସ୍ଥା ଗୁରୁତର ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତର। ଅଚେତର କାରଣ ଅସ୍ପଷ୍ଟ। ପରିବାର ଲୋକ ଙ୍କ କହିବା ଅନୁଯାୟୀ ଗରସଙ୍ଗ ଗ୍ରାମ ର ଶ୍ରୀ ଜେନା ଟଙ୍କା ଉଠାଇବା ପାଇଁ ଖଇରା ସ୍ଥିତ ୟୁକୋ ବ୍ୟାଙ୍କ କୁ ଆସିଥିଲେ।ଟଙ୍କା ଉଠାଇ ଆଉ ଘରକୁ ଫେରିନଥିଲେ l ବହୁ ଖୋଜା ଖୁଜି ପରେ ଉଦ୍ଧାର କରି ଖଇରା ପରେ କଟକ କୁ ନେଇଥିଲେ l
Read More News
T & CPrivacy PolicyContact Us