Download Now Banner

This browser does not support the video element.

ବସ୍ତା: ଜଳକା ନଦୀରେ ବନ୍ୟା ଯୋଗୁଁ କୁଡ଼ିଆ ଗ୍ରାମରେ ପଶିଲା ବନ୍ୟା ପାଣି, ଲୋକେ ଭୟବିତ

Basta, Balasore | Sep 5, 2025
ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବଢୁଛି ଜଳକା ନଦୀର ଜଳସ୍ତର,ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳକା ନଦୀ ର ଜଳସ୍ତର, ଯାହା ଫଳରେ ପୂଣି ଜଳକା ନଦୀ ରେ ଚତୁର୍ଥ ଥର ପାଂଇ ବନ୍ଯା ଆସିଛି, ଲଘୁଚାପ ପ୍ରଭାବରେ ଗତ ଚାରି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର,ବର୍ତ୍ତମାନ ବସ୍ତା ବ୍ଲକର 10ଟିପଞ୍ଚାୟତ ଏବଂ ସଦର ବ୍ଲକ ର 2 ଟି ପଞ୍ଚାୟତ ବନ୍ଯା ଦ୍ବାରା ପ୍ରଭାବିତ ହୋଇଛି,ହଜାର ହଜାର ହେକ୍ଟର ଚାଷ ଜମି ରେ ଲହଡି ମାରୁଛି ବନ୍ଯା ପାଣି,ତେବେ କୁଡ଼ିଆ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଥିବା ଦେଖିବାକୁ
Read More News
T & CPrivacy PolicyContact Us