Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ପରିଖି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କ ପୂଜାମଣ୍ଡପ ଦର୍ଶନ କଲେ ସଦର ବିଧାୟକ

Baleshwar M, Balasore | Aug 28, 2025
ପବିତ୍ର 'ଗଣେଶ ପୂଜା'ର ଶୁଭ ଅବସରରେ ଗୁରୁବାର ଅପରାହ୍ନ ୫:୩୦ରେ ସଦର ବିଧାୟକ ମାନସ କୁମାର ଦତ୍ତ ପରିଖି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us