Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ବ୍ଲକ ସଭା ଗୃହରେ ବ୍ଲକ ର ବିଭିର୍ନ ସମସ୍ୟା ଓ ଯୋଜନା ନେଇ ଏକ ଭରଚୁଆଲ ବୈଠକ ବିଡ଼ିଓ ଙ୍କ ଦ୍ୱାରା ଅନୁଷ୍ଠିତ

G Udayagiri, Kandhamal | Sep 11, 2025
ଜି ଉଦୟଗିରି ବ୍ଲକ ସଭା ଗୃହରେ ବ୍ଲକ ର ବିଭିର୍ନ ସମସ୍ୟା ଓ ଯୋଜନା ନେଇ ଏକ ଭରଚୁଆଲ ବୈଠକ ଅନୁଷ୍ଠିତ ହୋଇଅଛି. ବିଡ଼ିଓ ଶରତ କୁମାର ମଲ୍ଲିକ ଙ୍କ ଅଧ୍ୟାକ୍ଷତା ରେ ଏହି ବୈଠକ ରେ ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇଥିଲେ. ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ କିପରି ତ୍ବରାନିତ ହୋଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା.
Read More News
T & CPrivacy PolicyContact Us