Download Now Banner

This browser does not support the video element.

ସିମୁଳିଆ: ଗଗନଧୂଳି ସେବା ସମବାୟ ସମିତି ପରିସର ରେ ସମିତି ର କର୍ମକର୍ତ୍ତା ଙ୍କର ସାମ୍ବାଦିକ ସମ୍ମିଲନି,

Similia, Balasore | Sep 2, 2025
ଗଗନଧୂଳି ସମବାୟ ସମିତି ପରିଚାଳନା ବୋର୍ଡର ସାମ୍ବାଦିକ ସମ୍ମିଳନୀ ଅଧିକ ଦରରେ ସାର ବିକ୍ରୀ କୁ ଖଣ୍ଡନ, ବଦନାମ କରୁଥିବା ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ l ଖଇରା ବ୍ଲକ ଅଧୀନ ଗଗନଧୂଳି ସେବା ସମବାୟ ସମିତି ଅଧିକ ଦାମରେ ଜୈବ ସାର ବିକ୍ରି କରୁଥିବା ନେଇ ଅଭିଯୋଗ ପରେ ପରିଚାଳନା ବୋର୍ଡ ତରଫରୁ ଏହାକୁ ଖଣ୍ଡନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପରିଚାଳନା ବୋର୍ଡ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ହରେକୃଷ୍ଣ ଶତପଥି ନିର୍ଦ୍ଦିଷ୍ଠ ସାର ବିକ୍ରି ପାଇଁ ଜିଲ୍ଲା ସହକାରୀ ନିବନ୍ଧକଙ୍କ ଅନୁମତି,କିଣା ଯାଇଛି ଓ ବିକ୍ରି ହୋଇଛି l
Read More News
T & CPrivacy PolicyContact Us