Download Now Banner

This browser does not support the video element.

କେଗାଁଓ: ଚପ୍ରିଆ ସେବା ସମବାୟ ସମିତି ସମ୍ମୁଖରେ ୟୁରିଆ ସାର ଦାବିରେ ରାସ୍ତାରେ ଅବରୋଧ କାଳେ ଚାଷୀ

Kegaon, Kalahandi | Sep 8, 2025
ଚପ୍ରିଆ ସେବା ସମବାୟ ସମିତି ସମ୍ମୁଖରେ ୟୁରିଆ ସାର ଦାବିରେ ରାସ୍ତାରେ ଅବରୋଧ କାଳେ ଚାଷୀ ଆଜି 8ତାରିଖ ସକାଳ10ଟା 30ରେ ୟୁରିଆ ସାର ଦାବିରେ ଗୋଲାମୁଣ୍ଡା ଚପ୍ରିଆ ସେବା ସମବାୟ ସମିତି ସମ୍ମୁଖରେ ଗୋଲାମୁଣ୍ଡା କେଗାଁ ମୁଖ୍ୟ ରାସ୍ତାରେ ଆଞ୍ଚଳର ଚାଷୀମାନେ ଧାରଣାରେ ବସିଛନ୍ତି ଚପ୍ରିଆ ସେବା ସମବାୟ ସମିତିକୁ ୫୦୦ ପକେଟ୍ ୟୁରିଆ ଆସିଥିବା ବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ସକାଳ ୫ ଘଣ୍ଟା ସମୟରୁ ଅପେକ୍ଷା କରିଥିଲେ । ଏତେ ସଂଖ୍ୟକ ଚାଷୀଙ୍କୁ ଦେଖି ୟୁରିଆ କାମ ଥିବାରୁ ଚପ୍ରିଆ ସେବା ସମବାୟ ସମିତି ପକ୍ଷରୁ ୟୂରିଆରେ ଦେବାରେ ଅସମର୍ଥ ହେବାରୁ ଶେଷରେ ଚାଷୀମାନେ ରାସ୍ତା ଅବରୋଧ କରି ଧାରଣ
Read More News
T & CPrivacy PolicyContact Us