Download Now Banner

This browser does not support the video element.

କାଲିମେଳା: ୬ ଘଣ୍ଟା ପରେ ଖସିଲା କନ୍ୟାଶ୍ରମ ପୋଲର ଜଳସ୍ତର, କାଲିମେଳା - ପଡିଆ ମୁଖ୍ୟ ରାସ୍ତାରେ ଯାତାୟାତ ହେଲା ସ୍ୱାଭାବିକ

Kalimela, Malkangiri | Sep 2, 2025
ମାଲକାନଗିରି ଜିଲ୍ଲା ପଡିଆ - କାଲିମେଳା ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଆଜି ଭୋର ସମୟରୁ ଜଳମଗ୍ନ ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହେବା ସହ ଜନଜୀବନ ପ୍ରଭାବିତ ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୧୨ ଟା ବେଳେ କନ୍ୟାଶ୍ରମ ପୋଲର ଜଳସ୍ତର ଖସିବା ପରେ ଯାତାୟତ ସ୍ଵାଭାବିକ ହୋଇ ପାରିଥିବା ବେଳେ ଉଣ୍ଡୁରୁକୋଣ୍ଡା ସପ୍ତାହିକି ହାଟକୁ ଲୋକ ଆସିପାରିଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us