This browser does not support the video element.
ପାଲଲହଡା: ସାପ କାମୁଡ଼ାରେ କୁଳୁମା କଲେଜ ଛାତ୍ରୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ
Palalahada, Angul | Sep 13, 2025
କଣିହାଁ ବ୍ଲକ କୁଳୁମା କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢ଼ୁଥିବା ଶୁଆଝରି ଗ୍ରାମର ଜୈନିକା ଛାତ୍ରୀ ଶନିବାର ସକାଳ ୧୦ ଘଟିକା ସମୟରେ କଲେଜରେ କ୍ଲାସ ସାରି ପରିସ୍ରା କରିବାକୁ ଯାଇ ପୁନର୍ବାର କ୍ଲାସରେ ପାଠ ପଢିବାକୁ ବସିଥିଲେ ହଠାତ ଛାତ୍ରୀ ଜଣଙ୍କର ମୁଣ୍ଡ ବୁଲାଇ ଖସି ପଡିବାରୁ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇ ପ୍ରଥମେ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ ସେଠାରେ ଛାତ୍ରୀ ଜଣଙ୍କର ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।