Download Now Banner

This browser does not support the video element.

ଆଠମଲ୍ଲିକ: ନୁନୁକାପଶି ଗ୍ରାମବାସୀ ଙ୍କ ସହ ଆଲୋଚନା କଲେ ଆଠମଲ୍ଲିକ ବିଧାୟକ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପସି ପଞ୍ଚାଯତ ବିଭିନ୍ନ ଗ୍ରାମ କୁ

Athmallik, Angul | Sep 10, 2025
ବୁଧବାର ଅପରାହ୍ନ 1 ଟା ରେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ ଗସ୍ତ କରି ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଛନ୍ତି l ଏହି ପଞ୍ଚାୟତ ର ଆନଦମୁଣ୍ଡା , କଦଳୀମୁଣ୍ଡା , ଶରଧାମୁଣ୍ଡା , ନୁନୁକାପସି ଗ୍ରାମ ଗୁଡିକ କୁ ଯାଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ l ବିଶେଷ କରି ଗ୍ରାମରେ ଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କ ରେ ଆଲୋଚନା କରା ଯାଇଥିଲା l କିପରି ଲୋକ ଙ୍କୁ ପିଇବା ପାଣି ସହ ରାସ୍ତା ଘାଟ ନିର୍ମାଣ ସମ୍ପର୍
Read More News
T & CPrivacy PolicyContact Us