Install App
kabisuryatv
This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ଗ୍ରାମ ରେ ସ୍ବଛ ଉଛବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Bhanjanagar, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଗୁଣ୍ଡୁରିବାଡି ଗ୍ରାମ ରେ ସ୍ବଛ ଉଛବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଵଛ ଉଛବ କାର୍ଯ୍ୟକ୍ରମ ଆଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ସ୍ତାନିୟ ସରପଞ୍ଚଙ୍କ ନେତୃତ୍ବ ରେ ଏହା ଅନୁଷ୍ଠିତ ହୋଇଥିବାର ଖବର ମିଳିଛି । ଏହି କାର୍ଯ୍ୟକ୍ରମ ରେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।।।
Share
Read More News
T & C
Privacy Policy
Contact Us
Your browser does not support JavaScript!