Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ରାଣୀତାଲକୃଷି ବିଜ୍ଞାନ କେନ୍ଦ୍ର ଠାରେ ନୂଆଁଖାଇ ଅବସରରେସିଏମକିସାନଅର୍ଥ ପ୍ରଦାନ କାର୍ଯ୍ୟକ୍ରମ ଯୋଗଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Bhadrak Rural, Bhadrak | Aug 27, 2025
ଭଦ୍ରକ ଜିଲ୍ଲା ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ଠାରେ ନୂଆଁଖାଇ ଅବସରରେ ସିଏ କିସାନ ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ ଯୋଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲ୍ଲା ପାଳ ଦିଲ୍ଲୀପ ରାଉତରାୟ, ଙ୍କ ସମେତ ବିଭିନ୍ନ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ମାନେ ଉପସ୍ଥିତ ଥିଲେ। ଆଜି ଦିନ ୪ ଘଟିକା ସମୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us