Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନୂତନ ଆମ୍ବୁସ ମ୍ୟାନ ଭାବେ ନୃସିଂହ ଚରଣ ମହାନ୍ତିଙ୍କୁ ଚୟନ କରାଯାଇଛି

Malkangiri, Malkangiri | Sep 27, 2025
ମାଲକାନଗିରି ଜିଲ୍ଲାରେ ନୂତନ ଆମ୍ବୁସ ମ୍ୟାନ ଭାବେ ନୃସିଂହ ଚରଣ ମହାନ୍ତିଙ୍କୁ ଚୟନ କରାଯାଇଛି। ଜିଲ୍ଲାର ଏହି ଗୁରୁତ୍ଵପୂର୍ଣ ପଦବୀ ଗତ ଦୁଇ ବର୍ଷ ଧରି ଖାଲି ରହିଥିଲା। ଏହି ପଦବୀର ଅନେକ ଭୂମିକା ଓ ମହତ୍ଵ ରହିଛି, ତେବେ ପଦବୀ ଦୌଡରେ ଅନେକ ବ୍ୟକ୍ତି ବିଶେଷ ରହିଥିବା ବେଳେ ପରିଶେଷରେ ଏହି ପଦବୀ ପାଇଁ ଶ୍ରୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଦୀର୍ଘ ବର୍ଷ ଧରି ଶ୍ରୀ ମହାନ୍ତି ଜିଲ୍ଲାର ଜଣେ କ୍ଷ୍ୟାତନାମ ତଥା ବରିଷ୍ଟ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଜିଲ୍ଲାରେ ସେ ଜଣେ ଜଣା ଶୁଣା ସମାଜସେବି ଭାବେ ପରିଚିତ ଅଟନ୍ତି।
Read More News
T & CPrivacy PolicyContact Us