Download Now Banner

This browser does not support the video element.

ଡାବୁଗାଁ: *ଡାବୁଗାଁର ସମାଜସେବି ତଥା କଳାକାର ସଞ୍ଜୟ ଶତପତିଙ୍କ ଅକାଳ ବିୟୋଗ*

Dabugan, Nabarangpur | Sep 30, 2025
ଡାବୁଗାଁ ବ୍ଳକ ନୂଆଗୁଡା ନିବାସୀ ସଞ୍ଜୟ ଶତପଥୀ ଙ୍କ ଅକାଳ ବିୟୋଗରେ ଡାବୁଗାଁ ରେ ଏକ ଶୋକ ର ବାତାବରଣ ସୃଷ୍ଟି ହେଇଯାଇଛି। ସୂଚନା ଅନୁଯାୟୀ ଆଜି ଅପରାହ୍ଣ ୧ ଘଣ୍ଟା ୩୦ ମିନିଟ୍ ସମୟରେ ନିଜ ଦୋକାନରେ ବସିଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବାପାରେ ଡାକ୍ତର୍ ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଡାବୁଗାଁ ଅଂଚଳର ଜଣେ ସମାଜସେବି ତଥା କଳାକାର ଭାବେ ବେଶ ପରିଚିତl ତାଙ୍କର ଅକାଳ ବିୟୋଗରେ ଡାବୁଗାଁ ଜନସାଧାରଣ ରେ ଏକ ଶୋକ ର ଛାୟାଖେଳି ଯାଇଛି
Read More News
T & CPrivacy PolicyContact Us