Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ମହାନଗର ନିଗମର ୫୭ୱାର୍ଡ଼ ଗୋପାଳପୁର ରେ ଶନିବାର ମୌଳିକ ସମସ୍ୟା ବିଷୟରେ ଆୟୁକ୍ତ କିରଣଦୀପ କୌର ସହୋତା ସମୀକ୍ଷା କରିଛନ୍ତି।

Cuttack M Corp PS, Cuttack | Sep 6, 2025
କଟକ ମହାନଗର ନିଗମର ୫୭ୱାର୍ଡ଼ରେ ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଶୁକ୍ରବାର ଦିନ ୪ଟାରେ ଆୟୁକ୍ତ କିରଣଦୀପ କୌର ସହୋତା ସମୀକ୍ଷା କରିଛନ୍ତି। ପୁରାତନ ଛାତ୍ରୀ ଶ୍ରଦ୍ଧାଞ୍ଜଳୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀର ଛାତ୍ରୀମାନଙ୍କୁ ହାଇଜିନ କିଟ ବଣ୍ଟନ କରାଯାଇଥିଲା।
Read More News
T & CPrivacy PolicyContact Us