Download Now Banner

This browser does not support the video element.

ସୁକିନ୍ଦା: ସୋଲେଇ ଛକ ନିକଟସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତିକୁ ସ୍ଥାନାନ୍ତରିତ ନେଇ ଦାନଗଦି ତହସିଲଦାରଙ୍କ ନିକଟରେ ଅଭିଯୋଗ

Sukinda, Jajpur | Sep 6, 2025
ଡୁବୁରୀ-ଯାଜପୁରରୋଡ଼ ରାସ୍ତା ସୋଲେଇ ଛକ ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତରିତ କରାଯାଇଥିବାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଶନିବାର ଅପରାହ୍ନ 4 ଘଟିକା ସମୟରେ ଦାନଗଦି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଜିଲ୍ଲାପ୍ରଶାସନ ସମସ୍ୟାର ସମାଧାନ କରିବାରେ ବିଫଳ ହେଲେ ସ୍ଥାନୀୟ ବାସିନ୍ଦା ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବେ ସେଥିପାଇଁ ଜିଲ୍ଲାପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
Read More News
T & CPrivacy PolicyContact Us