Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସଦର ମହକୁମା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

Malkangiri, Malkangiri | Jul 6, 2025
ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ମୁଖ୍ୟ ପୂଜକ ସନ୍ତୋଷ କୁମାର ନନ୍ଦ ପୂଜା, ନୀତିରିତି ଭୋଗ ସାରିବା ପରେ ଶ୍ରୀଜିୟୁଙ୍କ ସେବାୟତ, ବ୍ରାହ୍ମଣ ମାନେ ଠାକୁରଙ୍କୁ ଅଳଙ୍କାରରେ ସଜାଇଥିଲେ। ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଦର୍ଶନ କରିଥିଲେ।
Read More News
T & CPrivacy PolicyContact Us