Download Now Banner

This browser does not support the video element.

ରାଇଘର: ରାଇଘର ମୁଖ୍ୟରାସ୍ତା ପ୍ରଶସ୍ତିକରଣ ପାଇଁ ମୁଖ୍ୟବଜାରରେ ଜବର ଦଖଲ ଉଚ୍ଛେଦ

Raighar, Nabarangpur | Oct 10, 2025
ରାଇଘର ମୁଖ୍ୟରାସ୍ତା ପ୍ରଶସ୍ତିକରଣ ପାଇଁ ମୁଖ୍ୟବଜାରରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି l ପୁଲିସ, ଅଗ୍ନିଶମ ବିଭାଗ, ରାଜସ୍ବ ବିଭାଗ, ପୂର୍ତ୍ତ ବିଭାଗ ତଥା ଜଳ ଓ ପରିମଳ ବିଭାଗ ଏବଂ ବିଦ୍ୟୁତ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଉଚ୍ଛେଦ ପ୍ରକ୍ରିୟା ଆଜି ସକାଳ 10 ଟା ଠାରୁ ଆରମ୍ଭ ହୋଇଥିଲା l ମାଉଳି ମାଁ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରାୟ ତିନିମାସ ପୂର୍ବରୁ ରାଜସ୍ବ ବିଭାଗ ତାର ଚିହ୍ନଟ ପ୍ରକ୍ରିୟା ସାରି ଦେଇଥିବା ସହିତ ଆଜି ଦିନରେ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ସମୟସୀମା ଧାର୍ଯ୍ୟ ହୋଇଥିଲା l ମୁଖ୍ୟତଃ ମାଉଲି ମାଁ ମନ୍
Read More News
T & CPrivacy PolicyContact Us