This browser does not support the video element.
ଫୁଲବାଣୀ ସହର: କୃଷି ଓ କୃଷକ ସୁରକ୍ଷା ପରିଷଦର ୭ ଦଫା ଦାବି ପାଇଁ ମଣ୍ଡାକିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଅନିର୍ଦ୍ଧିଷ୍ଟ ଦିନ ପାଇଁ ଧାରଣା
Phulabani Town, Kandhamal | Aug 25, 2025
କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦର ୭ ଦଫା ଦାବି ହାସିଲ ପାଇଁ ଅନିର୍ଦିଷ୍ଟ କାଳ ଧାରଣା.ମଣ୍ଡାକିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦ ର ସଦସ୍ୟଙ୍କ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ।ଦେଇଛନ୍ତି.୧ କନ୍ଧମାଳ ଜିଲ୍ଲା କୃଷକ ମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ବିକ୍ରୀ ବଟା ଏବଂ ଶୋଶଣ ରୁ ମୁକ୍ତି ପାଇଁ,3. ହଳଦୀ ସହ ସମସ୍ତ କୃଷି ଉତ୍ପାଦିତ ସାମଗ୍ରୀ ଧାନ, ମାଣ୍ଡିଆ, ଡାଲୋଜାତୀୟ ଓ ତେଲ ଜାତୀୟ ଫସଲ, ପନୈପରିବାର MSP ଧାର୍ଯ୍ୟ ।ସମସ୍ତ କୃଷିଜାତ ସାମଗ୍ରୀ ର ବିକ୍ରୟ ପାଇଁ ମଣ୍ଡି ପ୍ରତ୍ୟେକ ବ୍ଲକରେ ସ୍ଥାପନ ।