Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରର ପାତାଞ୍ଜଳୀ ଯୋଗକେନ୍ଦ୍ର ଆୟୋଜିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି

Raurkela M, Sundargarh | Sep 7, 2025
ସେପ୍ଟେମ୍ବର ୭ ତାରିଖ ସକାଳ ପ୍ରାୟ ୭ଟାରେ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାତଃ ଯୋଗ କେନ୍ଦ୍ରର ମୁଖ୍ୟ ଶିକ୍ଷକ ହେମନ୍ତ କୁମାର ଜେନାଙ୍କ ସହଯୋଗରେ ପାତାଞ୍ଜଳି ଯୋଗ କେନ୍ଦ୍ର ଆନୁକୂଲ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା,ସେହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କବି,ଶିକ୍ଷାବିତ ବଜେନ୍ଦ୍ର କୁମାର ଦାସ,ମୁଖ୍ୟ ଅତିଥି ଭାବେ କବି ଓ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, କୈଵ ୟତ୍ରୀ ତଥା ବରିଷ୍ଠ ଶିକ୍ଷୟତ୍ରୀ ନିରୁପମା ପତି ତଥା ଅଧ୍ୟାପକ କରୁଣାକର ପାଟଶାଣୀ ଏବଂ ଅନ୍ୟାନ୍ୟ କଥାକାରଗଣ ଯୋଗଦେଇ ଅତିବଡ଼ି ଜଗନ୍ନାଥ ଦାସ ଓ ଭାଗବତ କଥାମ୍ବୃତଉପରେ ଆଲୋଚନା କରାଯାୟୀ
Read More News
T & CPrivacy PolicyContact Us