Download Now Banner

This browser does not support the video element.

ରାଇରଙ୍ଗପୁର ସହର: ବାଲିଆଢିପା ଗାଁରେ ପୁଅର ଠେଙ୍ଗା ମାଡ଼ରେ ମା' ଗୁରୁତର

Rairangpur Town, Mayurbhanj | Sep 16, 2024
ଆଜି ଅପରାହ୍ନ ୪ ଟା ସମୟ ବାଲିଆଢିପା ଗାଁ ରେ ସାମାନ୍ୟ ପରିବାରିକ ବିବାଦକୁ ନେଇ ଜଣେ ଯୁବକ ନିଜ ମାଁଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲା। ଏହା ପରେ ପରିବାର ଲୋକ ମାନେ ଗୁରୁତର ରାନୀ ସୋରେନ କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳା ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us