This browser does not support the video element.
ଜଳେଶ୍ବର: ରାଜଘାଟ ଠାରେ ବିପଦ ସଙ୍କେତ ଡେଇଂଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର
Jaleswar, Balasore | Aug 24, 2025
ବିପଦ ସଙ୍କେତ ଡେଇଂଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ବିପଦ ସଙ୍କେତ 10.36 ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି 9.45 ମିଟର, ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 11ମିଟର ରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ରେ ଲୋକେ ଭୟବିତ ହୋଇଛନ୍ତି l ଏବଂ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି