Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ବାଇକର ଆବଶ୍ୟକୀୟ କାଗଜପତ୍ର ନଥିବା ଓ ହେଲମେଟ ବ୍ୟବହାର କରିନଥିବା ଅଭିଯୋଗରେ ସାରଙ୍ଗଗଡ ଥାନାରେ ୩ଟି ମାମଲା ରୁଜୁ
Phulabani Town, Kandhamal | Aug 24, 2025
ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା , ଅଧିକ ସଂଖ୍ୟକ ଲୋକ ବସିଥିବା ଏପରି ଅଭିଯୋଗ କ୍ରମେ ସାରଙ୍ଗଗଡ ସହର ରୁ ପୋଲିସ ତିନି ଜଣଙ୍କୁ ଧରିବା ସହ ପୃଥକ ପୃଥକ ଭାବରେ ତିନୋଟି ମାମଲା ରୁଜୁ ହୋଇଅଛି. ଏ ନେଇ ଥାନାରେ 154,155,156/2025 ରେ ତିନୋଟି ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!