Download Now Banner

This browser does not support the video element.

ବରଗଡ: ବରଗଡ ବିଧାୟକଙ୍କ ଗୋବିନ୍ଦପାଲି ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଲା ଜନତା ଦରବାର

Bargarh, Bargarh (Baragarh) | Sep 11, 2025
ଜନତା ଦରବାରରେ ବରଗଡ଼ ବ୍ଲକର ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ (GPLF) ର ଅଧ୍ୟକ୍ଷ ଓ ସଚିବ ମାନଙ୍କ ସହିତ ତାଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ବିଷୟରେ ଆଲୋଚନା କଲେ ବିଧାୟକ | ବରଗଡ଼ ସ୍ଥିତ ଗୋବିନ୍ଦପାଲି ଠାରେ ବିଧାୟକଙ୍କ କାର୍ଯ୍ୟାଳୟରେ ଜନତା ଦରବାର ଗୁରୁବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ସହର ତଥା ବ୍ଲକର ବହୁ ଜନସାଧାରଣଙ୍କ ଅଭିଯୋଗ ଓ ଅସୁବିଧା ଶୁଣିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ ବିଧାୟକ | ଏହା ସହ ଅଧିକାରୀଙ୍କୁ ଯୋଗାଯୋଗ କରି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇ ଜଣାଇଥିଲେ ।
Read More News
T & CPrivacy PolicyContact Us