This browser does not support the video element.
ସୋନପୁର: ସାଇ କୃପା ଶିକ୍ଷା ନିକେତନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଷଷ୍ଠ ତମ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ପାଳିତ
Sonapur, Subarnapur (Sonepur) | Sep 11, 2025
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ବଚ୍ଛ ବାୟୁ ଦିବସ ୨୦୨୫ ସାଇ କୃପା ଶିକ୍ଷା ନିକେତନ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଉଷାରାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। l ଉକ୍ତ ପାଳନ ରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ , ସ୍କୁଲ ର ଚେୟାରମେନ ଶ୍ରୀଯୁକ୍ତ ଜଳଧର ସାହୁ, ଅଧ୍ୟକ୍ଷ ଅମୂଲ୍ୟ କୁମାର ନନ୍ଦ,ସୋନପୁର ମହାବିଦ୍ୟାଳୟ ର ଅଧ୍ୟାପକ ଉମାକାନ୍ତ ନାଗ ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ କୁମାର ମହାପାତ୍ର ଉପସ୍ଥିତ ରହି ଆଜିକାର ଦିବସ ର