Install App
jagatsinghpur224
This browser does not support the video element.
ଜଗତସିଂହପୁର: ମୁଦୁପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନ ଚାମ୍ପିୟନସିପର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ
Jagatsinghapur, Jagatsinghpur | Aug 24, 2025
ଜଗତସିଂହପୁର ସଦରବ୍ଲକ ମୁଦୁପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନ ଚାମ୍ପିୟନସିପର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ । ଆଜି ଦିନ ୪ ଟା ସମୟରେ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟଅତିଥିଭାବେଭାବେ ଯୋଗଦେଇ ବିଜେତା ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!