Download Now Banner

This browser does not support the video element.

ପୋଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ସକାରାତ୍ମକ ଚିନ୍ତନ ଦିବସ ପାଳନ ଅବସରରେ ଗଣ ଦୌଡ, ୫ କିମି ଦୌଡ଼ିଲେ ୩୦ ରୁ ଊର୍ଦ୍ଧ୍ଵ ଯୁବକ

Podia, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ସକାରାତ୍ମକ ଚିନ୍ତନ ଦିବସ ପାଳନ ଅବସରରେ ସ୍ଵାସ୍ଥ୍ୟର ସୁରକ୍ଷା ନେଇ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦ ରୁ ଊର୍ଦ୍ଧ୍ଵ ଯୁବକ ସାମିଲ ହୋଇ ଦୌଡରେ ଭାଗ ନେଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us