This browser does not support the video element.
ରାଇଘର: ରାଇଘର ବ୍ଲକ ପୋର୍ଚି ପରା ଓ ଦାସପୁର ପୂଜା ମଣ୍ଡପକୁ ଯାଇ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ଦର୍ଶନ କରିଛନ୍ତି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ
Raighar, Nabarangpur | Oct 1, 2025
ରାଇଘର ବ୍ଲକ ପୋର୍ଚି ପରା ଓ ଦାସପୁର ପୂଜା ମଣ୍ଡପକୁ ଯାଇ ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ଦର୍ଶନ କରିଛନ୍ତି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ଖୁବ୍ ଧୁମ୍ ଧାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଠାରେ ପୂଜା ପାଉଛନ୍ତି ମାଆ। ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ଅପୂର୍ବ ଉତ୍ସାହ ଭରି ଦେଇଛି। ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଉଛି।ଏହି ଅବସରରେ ଦାସପୁରରେ ଆୟୋଜିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଉଦଯାପନୀ ମ୍ୟାଚରେ ବିଜେତା ଦଳ ଓ ଉପବିଜେତା ଦଳଙ୍