Download Now Banner

This browser does not support the video element.

ଜଗତସିଂହପୁର: କୁଜଙ୍ଗ ପଙ୍କପାଳ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରୁ 4ଫୁଟ ର ବିଷାକ୍ତ ନାଗସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା

Jagatsinghapur, Jagatsinghpur | Aug 31, 2025
କୁଜଙ୍ଗ ପଙ୍କପାଳ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରୁ 4ଫୁଟ ର ବିଷାକ୍ତ ନାଗସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା l ସୂଚନାମୁତାବକ ଆଜି ଆଜି କୁଜଙ୍ଗ ପଙ୍କପାଳ ଅଞ୍ଚଳ ରେ ହଗୁରା ନାନା ନାମକ ଜଣେ ବ୍ୟକ୍ତି ଙ୍କ ଘରୁ ବିଷାକ୍ତ ନାଗସାପ ଦେଖା ଯାଇଥିଲା l
Read More News
T & CPrivacy PolicyContact Us