This browser does not support the video element.
କୋଟପାଡ: ବୈପାରୀଗୁଡା ବିଜେପି କାର୍ଯାଳୟ ପରିସରରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ l
Kotpad, Koraput | Oct 9, 2025
ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ l ବୈପାରୀଗୁଡା ବିଜେପି କାର୍ଯାଳୟ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ନରେନ୍ଦ୍ର କାନ୍ଦଲିଆ ଯୋଗ ଦେଇ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ସଫଳ ପାଇଁ ଆହ୍ୱାନ ଦେଇଥିଲେ ଏବଂ ଉପସ୍ଥିତ କର୍ମୀଙ୍କୁ କାର୍ଯ୍ୟକ୍ରମ ର ଉଦେଶ୍ୟରେ ବିଷୟରେ ଆଲୋକପାତ କରିଥିଲେ l