Download Now Banner

This browser does not support the video element.

ଲକ୍ଷ୍ମୀପୁର: ତୁନପାର ଠାରେ ସ୍ବର୍ଗତଃ ଭୁରୀ ଶବର ସାହୁଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେଲେ ଲକ୍ଷ୍ମୀପୁର ବିଧାୟକ

Lakshmipur, Koraput | Sep 29, 2025
ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନପାର ପଞ୍ଚାୟତରେ କଂଗ୍ରେସ ସଭାପତି ଦାଇତ୍ୱରେ ଥିବା ସ୍ବର୍ଗତଃ ଭୁରୀ ଶବର ସାହୁଙ୍କ ଦଶାହ କାର୍ଯ୍ୟରେ ଯୋଗଦେଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା |
Read More News
T & CPrivacy PolicyContact Us