Download Now Banner

This browser does not support the video element.

ନୂଆଗାଁ: ଜୟନ୍ତିପୁର ମା ପଶ୍ଚିମେଶ୍ବରୀ ଯାତ୍ରା ଆରମ୍ଭ, ମା ଙ୍କୁ ନିମନ୍ତ୍ରଣ କଲେ ଗ୍ରାମବାସୀ

Nuagaon, Ganjam | Sep 24, 2024
ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ଜୟନ୍ତିପୁର ପ୍ରସିଦ୍ଧ ମା ପଶ୍ଚିମେଶ୍ବରୀଙ୍କ ଷୋଡସ ଯାତ୍ରା ଆରମ୍ଭ ହୋଇଯାଇଛି l ଏ ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ମାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି l
Read More News
T & CPrivacy PolicyContact Us