Download Now Banner

This browser does not support the video element.

ଫୁଲବାଣୀ ସହର: ବ୍ରାହ୍ମଣୀଙ୍ଗା ଛକରେ ବସ ଧକ୍କାରେ ଦୋକାନ ଭିତରକୁ ପଶିଲା ରଖାଯାଇଥିବା କାର, ଜଣେ ମୃତ ଓ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

Phulabani Town, Kandhamal | Aug 28, 2025
ବ୍ରାହ୍ମଣୀଙ୍ଗା ଛକ ରେ ବସ ଧକ୍କା ରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର ।ଘଟଣା ସ୍ଥଳରେ ଜଣେ ମୃତ ମହିଳା ଜଣେ ଗୁରୁତ୍ୱର। କ୍ଷତି ପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ। ଯାତାୟାତ ବାଧାପ୍ରାପ୍ତ। ଦାରିଙ୍ଗବାଡିରୁ ବ୍ରହ୍ମପୁର ଯାଉଥିଲା ଘରେଇ ବସ ପଦ୍ମାଳୟାଅନ୍ୟଏକ ଘରେଇ ବିକ୍ରାନ୍ତି ବସକୁ ଓଭର ଟେକ କରିବା ସମୟରେ ଦ୍ରୁଘଟଣା ।ଘଟଣା ସ୍ଥଳରେ ବ୍ରାହ୍ମଣିଗାଁ ପୋଲିସ ପହଁଚିଛି।
Read More News
T & CPrivacy PolicyContact Us