Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ସଦର ପୁଲିସ ପକ୍ଷରୁ ସଦର ମହକୁମା ରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟକ୍ରମ

Nuapada, Nuapada | Jul 12, 2025
ଆଜି ସନ୍ଧ୍ୟା ସାତଟା ସମୟରେ ନୂଆପଡ଼ା ସଦର ପୁଲିସ ପକ୍ଷରୁ ସଦର ମହକୁମା ରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଇଥିଲା।ସୂଚନା ଠଉକି ସଦର ମହକୁମା ରେ ସନ୍ଧ୍ୟା ସମୟରେ ରାସ୍ତା ଉପରେ ଅନେକ ଗାଡ଼ି ମଟର ଛିଡ଼ା ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ଏଣୁ ଆଜି ସଦର ପୁଲିସ ର କିଛି ଅଧିକାରୀ ସଦର ମହକୁମା ରେ ତେଲି ପଡ଼ା ଛକରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଚାଲି ଚାଲି ଲୋକଙ୍କୁ ଟ୍ରାଫିକ ସମସ୍ୟା ଉପରେ ସଚେତନ କରିଥିଲେ।
Read More News
T & CPrivacy PolicyContact Us