Download Now Banner

This browser does not support the video element.

ଖଲ୍ଲିକୋଟ୍: ଭେଜିପୁଟ ଓଭର ବ୍ରିଜ ନିକଟରେ ଦୁର୍ଘଟଣା; ଓଭର ଟେକ କରୁଥିବା ସମୟରେ ଅଟୋ କୁ ଧକ୍କା ଦେଲା ବାଇକ, ଓଲଟିଲା ଅଟୋ, ୫ ଆହତ

Khalikote, Ganjam | Sep 24, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ଭେଜିପୁଟ ଓଭର ବ୍ରିଜ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଘଟିଛି ଦୁର୍ଘଟଣା। ଗୋଟିଏ ଅଟୋ କୁ ଓଭର ଟେକ କରୁଥିବା ସମୟ ରେ ଗାଈ କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଅଟୋ କୁ ଧକ୍କା ଦେଇଛି ବାଇକ। ଫଳରେ ଅଟୋ ଟି ରାସ୍ତା ଉପରେ ଓଲଟି ପଡିଥିଲା। ତେବେ ଅଟୋ ରେ ଥିବା ଯାତ୍ରୀ ଓ ବାଇକ ଆରୋହୀ ସମେତ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
Read More News
T & CPrivacy PolicyContact Us