Download Now Banner

This browser does not support the video element.

ବଡଚଣା: ଜାରକା ଠାରେ ବିଜେପି ନେତା ଉମେଶ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ

Badachana, Jajpur | Nov 28, 2024
ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣା। ଜାରକା ଠାରେ ବରୀ ନିର୍ବାଚନମଣ୍ଡଳୀ ବିଜେପି ନେତା ଉମେଶ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ। ଘଟଣା ଦିନ ରାସ୍ତାରୋକ ହେବା ନେଇ ପ୍ରଶ୍ନ ଉଠାଇଲେ ଉମେଶ। ଏଥିସହ ମା ବିରଜା ପରୀକ୍ରମା ପ୍ରକଳ୍ପକୁ ବିଜେପି ବିରୋଧ କରିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସୁଚିନ୍ତିତ ଓ ଯୋଜନାବଦ୍ଧ ଭାବେ ଗଣ୍ଡଗୋଳ ସୃଷ୍ଟି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us