Download Now Banner

This browser does not support the video element.

ଜୟପୁର: ଭ୍ରାଦ୍ରିୟା ସାହିର ନାରାୟଣ ଗୁଟଖା ଦୋକାନ ଉପରେ ପୁଲିସ ଓ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଚଢାଉ 4 ଶହ ବ୍ୟାଗ ଗୁତୁଖା ଜବତ

Jeypore, Koraput | Sep 3, 2025
ଜୟପୁର ସହରର ବିଭିନ୍ନ ସ୍ଥାନରେ ଥିବା ଗୁଟଖା, ସିଗାରେଟ ଆଦି ନିଶା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଲଗାଇବା ପାଇଁ ଉପଜିଲ୍ଲାପାଳ ଅଜା ବରମ ସସ୍ୟାରେଡ୍ଡୀଙ୍କ ନିର୍ଦ୍ଧେଶକ୍ରମେ ଏସଡିପିଓ ପାର୍ଥ କଶ୍ୟପଙ୍କ ତତ୍ତ୍ବାବଧାନରେ ଏକ ଟିମ ଗଠନ କରାଯାଇଥିଲା। ଆଜି ସଂନ୍ଧ୍ୟା 6 ଟାରେ ଭ୍ରାଦ୍ରିୟା ସାହିର ନାରାୟଣ ଗୁଟଖା ଦୋକାନ ଉପରେ ପୁଲିସ ଓ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା। ଗୋଦାମ ମାଲିକଙ୍କ ୩ଟି ଗୋଦାମ ଉପରେ ଚଢାଉ କରାଯାଇ 4 ସହ ବ୍ୟାଗ ଗୁଟଖା ଓ ସିଗାରେଟ ଜବତ କରାଯାଇଥିଲା।
Read More News
T & CPrivacy PolicyContact Us