This browser does not support the video element.
ନୂଆପଡା: ଖରିଆର ରୋଡ଼ରେ 57ତମ ବାର୍ଷିକ କବ୍ୱାଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ NAC ଚେୟାରପର୍ସନ୍
Nuapada, Nuapada | Aug 22, 2025
ଖରିଆର ରୋଡ଼ରେ ଉର୍ସ କମିଟି ଓ ମୁସଲିମ ଜମାତ ପକ୍ଷରୁ ହଜରତ ସଇୟଦ କାସିମ ମିଆଁ ବାପୁଜୀଙ୍କ ସ୍ମୃତିରେ 57ତମ ବାର୍ଷିକ ଶାନ୍ଦାର କବ୍ୱାଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଖରିଆର NAC ଚେୟାରପର୍ସନ Dr. Soniya Jain ଆଜି ରାତି ୮ଟା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନିତ ହୋଇଥିଲେ । ସାମ୍ପ୍ରଦାୟିକ ସମନ୍ୱୟ ଓ ସାହିତ୍ୟ-ସଂସ୍କୃତିର ପରମ୍ପରାକୁ ଉଜାଗର କରିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କଳାକାର ଓ ଶ୍ରୋତାମାଣେ ଯୋଗଦେଇଥିଲେ।