This browser does not support the video element.
ରାଇଘର: ବାଇକ୍ ଦୁର୍ଘଟଣାରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ମୃତ ଆଉ ଜଣେ ଗୁରୁତର।
Raighar, Nabarangpur | Oct 8, 2025
ବାଇକ୍ ଦୁର୍ଘଟଣାରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ମୃତ ଆଉ ଜଣେ ଗୁରୁତର। ଗଛ କୁ ପିଟିଲା ବାଇକ ଫଳରେ ଘଟଣା ସ୍ଥଳରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ କୋରାପୁଟ ମେଡିକାଲରେ ଜୀବନ ମରଣ ସହ ଲଢେଇ କରୁଥିବା ସୂଚନା ମିଳିଛି | ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ଛେଳିଡଙ୍ଗରୀ ପଞ୍ଚାୟତ ସରଗୁଲୀ ଗ୍ରାମର ତାରକ ମଣ୍ଡଳ ଓ ପ୍ରଶ୍ନଜିତ ଏକ ବାଇକ (ଓଡି 24 ଏଚ 9051)ରେ କୌଣସି ଏକ କାର୍ଯ୍ୟରେ ରାଇଘରକୁ ଆସି ବିଳମ୍ବିତ ରାତିରେ ନିଜ ଗ୍ରାମ ଫେରୁଥିବା ସମୟରେ କୁମୁଲୀ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କଢ଼ରେ ଥିବା ଏକ ଗଛରେ ଯାଇ ପିଟି ହୋଇ ଛିଟିକି ପଡ଼ିଥିଲେ |ସ୍