Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ବନଖଣ୍ଡ କାର୍ଯ୍ୟାଳୟରେ ଜାତୀୟ ବନ ସହୀଦ ଦିବସ ପାଳିତ

Malkangiri, Malkangiri | Sep 11, 2025
ଆଜି ହେଉଛି ଜାତୀୟ ବନ ସହୀଦ ଦିବସ। ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ମାଲକାନଗିରି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟରେ ଜାତୀୟ ବନ ସହୀଦ ଦିବସ ପାଳିତ ହୋଇଯାଇଛି। ମାଲକାନଗିରି ବନଖଣ୍ଡ ଦ୍ୱାରା "ବନ ସହିଦ ଦିବସ" ପାଳନ କରାଯିବା ସହିତ ଅସୀମ ସାହସୀ ବନ କର୍ମଚାରୀମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସହିଦ୍ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା ।
Read More News
T & CPrivacy PolicyContact Us