Download Now Banner

This browser does not support the video element.

ବସ୍ତା: ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର, ନଦୀ ର ମଥାନୀ ଠାରେ ବିପଦ ସଙ୍କେତ ଉପରେ

Basta, Balasore | Sep 6, 2025
ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର, ନଦୀ ର ମଥାନୀ ଠାରେ ବିପଦ ସଙ୍କେତ 6.50 ରହିଥିବା ବେଳେ ଆଜି ସକାଳା 6 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.58 ମିଟର ରେ ପ୍ରବାହିତ ହେଉଛି,ଯାହା ଫଳରେ ପୂଣି ଜଳକା ନଦୀ ରେ ଚତୁର୍ଥ ଥର ପାଂଇ ବନ୍ଯା ଆସିଛି, ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର,ବର୍ତ୍ତମାନ ବସ୍ତା ବ୍ଲକର 10 ଟି ପଞ୍ଚାୟତ ଏବଂ ସଦର ବ୍ଲକ ର 2 ଟି ପଞ୍ଚାୟତ ବନ୍ଯା ଦ୍ବାରା ପ୍ରଭାବିତ ହୋଇଛି,ହଜାର ହଜାର ହେକ୍ଟର ଚାଷ ଜମି ରେ ଲହଡି ମାରୁଛି ବନ୍ଯା ପାଣି,
Read More News
T & CPrivacy PolicyContact Us