This browser does not support the video element.
ଜଗତସିଂହପୁର: ଆଜି ମଲାସାହି ମଠ ଭିତରେ ଏକ ବିଷାକ୍ତ ନାଗସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା
Jagatsinghapur, Jagatsinghpur | Sep 5, 2025
ଆଜି ମଲାସାହି ମଠ ଭିତରେ ଏକ ବିଷାକ୍ତ ନାଗସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା ଆଜି ମଲାସାହି ମଠ ଭିତରେ ଏକ ନାଗସାପ ପସି ସୁ ଶୁ ହେଇ ଗର୍ଜନ କରୁଥିଲା ଏହି ସମୟରେ ମନ୍ଦିରର ପୂଜକ ପୂଜା କରିବା ପାଇଁ ଯିବା ସମୟରେ ହଠାତ୍ ସାପଟି ପୂଜକଙ୍କୁ ଗୋଡେଇ ଆସିଲା ପୂଜକ ଭୟ ଭୀତ ହେଇ ବାହାରକୁ ଦଉଡ଼ି ପଳେଇ ଆସି ମନ୍ଦିରର ଟ୍ରଷ୍ଟି ବଲ୍ଲଭ ପାଣି ଙ୍କୁ ଫୋନ୍ କରି କହିଲେ ସଙ୍ଗେ ସଙ୍ଗେ କୁଜଙ୍ଗର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବା ଙ୍କୁ ଫୋନ୍ କଲେ ଫୋନ୍ ପାଇବା ମାତ୍ରେ କାଳ ବିଳମ୍ବ ନକରି ପ୍ରଭାତ ଏବଂ ତାଙ୍କର ସହଯୋଗୀ ମଣିଷଙ୍କର ପରିଡ଼ା ଜ୍ୟୋତିରଂଜନ ମହାପାତ