Download Now Banner

This browser does not support the video element.

ମହାକାଳପଡା: ବାବର ଗ୍ରାମରେ ଅନୁଷ୍ଠିତ ମା ବାସନ୍ତିଦୁର୍ଗା ଙ୍କ ପୂଜାରେ ଯୋଗଦେଲେ ମନ୍ତ୍ରୀ

Mahakalapada, Kendrapara | Apr 17, 2024
ମହାକାଳପଡା ନିର୍ବାଚନ ମଣ୍ଡଳୀର ଗଗୁଆ ପଞ୍ଚାୟତର ବାବର ଗ୍ରାମରେ ଅନୁଷ୍ଠିତ ମା ବାସନ୍ତିଦୁର୍ଗା ଙ୍କ ପୂଜାରେ ମଙ୍ଗଳବାର ରାତି ୮ଟା ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। କିଭଳି ପୂଜା ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଗ୍ରାମର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିବା ସୂଚନା।
Read More News
T & CPrivacy PolicyContact Us