This browser does not support the video element.
ଜୁଜୁମୁରା: ବାବୁପାଲି ଠାରେ ନାଗାବାଚା ପୂଜା ଅନୁଷ୍ଠିତ
Jujomura, Sambalpur | Sep 1, 2025
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବାବୁପାଲି ଠାରେ ସୋମବାର ସକାଳେ ନାଗା ବାଚା ପୂଜା ଅନୁଷ୍ଠିତ ହୋଇଯାଇଛି। ଗାଁର ମଙ୍ଗଳ କାମନା ପାଇଁ ଏହି ନାଗା ବାଚା ପୂଜା କରାଯାଏ । ଏହା ଏକ ଅଭିନବ ପରମ୍ପରା ଏଥିରେ ଶ୍ରଦ୍ଧାଳୁମାନଙ୍କ ଦେହରେ ଦେବତା ଅବତାର ନେଇଥାନ୍ତି ଏବଂ ତାଙ୍କୁ ରାତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ଏହି ନଗାବାଚା ପୂଜା ଟି ୭୦ ବର୍ଷ ହେଲା ଗାଁଲୋକ ପାଳନ କରି ଆସୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।