This browser does not support the video element.
କବିସୂର୍ଯ୍ୟନଗର: ସୋରଡ଼ାପଲ୍ଲୀର କୈଳାଶ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ
Kabisuryanagar, Ganjam | Aug 14, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲ୍ଲୀ ମୌଜାର ମସାଣି ସାହି ଠାରେ କୈଳାଶ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶ୍ରୀକ୍ଷେତ୍ରକୁ କୋର୍ଟ ଚାଲାଣ କରିଛି ପୋଲିସ । ବେଗୁନିଆପଡା ଥାନା କେଶ ନମ୍ବର 449/2025 ରେ ମାମଲା ୠଜୁକରି ସୋରଡ଼ାପଲ୍ଲୀ ବୀର ସାହିର ଶ୍ରୀକ୍ଷେତ୍ର ଶବରକୁ ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି କୈଳାଶ କୁ ଯୁବକଙ୍କୁ ୩ ଜଣ ଯୁବକ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରି ଥିଲେ ।