Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ସର୍କିଟ ହାଉସରେ ରେଲୱେ ଠିକା କର୍ମଚାରୀ ସଂଘ ସର୍ବଭାରତୀୟ କମିଟିର ବୈଠକ ଅନୁଷ୍ଠିତ

Puri M, Puri | Aug 23, 2025
ସମୟରେ ପୁରୀ ସର୍କିଟ ହାଉସ ରେ ରେଲୱେ ଠିକା କର୍ମଚାରୀ ସଂଘ ର ସର୍ବଭାରତୀୟ କମିଟି ର ବୈଠକ ଅନୁଷ୍ଠିତ l ଉକ୍ତ ବୈଠକ ରେ ଦେଶର 13 ଟି ରାଜ୍ୟର ନେତୃମଣ୍ଡଳୀ ଯୋଗଦାନ କରିଛନ୍ତି l ଠିକା କର୍ମଚାରୀ ଙ୍କୁ ସ୍ଥାୟୀ କରିବା, ସାମାଜିକ ସୁରକ୍ଷାପ୍ରଦାନ, ସମେତ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା ସଭାପତି ଶ୍ରୀକାନ୍ତ ପରିଜା. ରେଲୱେ ଠିକା କର୍ମଚାରୀ ସଂଘ. ପୁରୀ.
Read More News
T & CPrivacy PolicyContact Us