This browser does not support the video element.
ନୟାଗଡ ସଦର: ପାରିଶ୍ରମିକ ଦାବିରେ ଗୋଷ୍ଠୀ ସହାୟିକା କର୍ମୀଙ୍କବ୍ଲକ ସମ୍ମୁଖରେ ଗଣଧାରଣା, ଓଏଲଏମ କାର୍ଯ୍ୟାଳୟ ପକାଇଲେ ତାଲା
Nayagarh Sadar, Nayagarh | Sep 22, 2025
ପାରିଶ୍ରମିକଦାବିରେ ଗୋଷ୍ଠୀ ସହାୟିକା କର୍ମୀଙ୍କ ଗଣଧାରଣା, ଓଏଲଏମ କାର୍ଯ୍ୟାଳୟ ଆଜି 11ଘଟିକା ସମୟ ରେ ପକାଇଲେ ତାଲା,ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆମ ଦୁଃଖ ଦୁର୍ଦ୍ଦଶା ବୁଝି ଆମକୁ ଚାକିରି ଦେଇଥିଲେ କିନ୍ତୁ ଏ ବିଜେପି ସରକାର ଆମକୁ ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି ଗଣିଆ ବ୍ଳକରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା କର୍ମୀ । ପ୍ରୋତ୍ସାହନ ରାଶି ବଦଳରେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବିରେ କାର୍ଯ୍ୟ ବନ୍ଦ କରି ବ୍ଳକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଗଣିଆ ବ୍ଳକରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟିଙ୍ଗ ଷ୍ଟାଫ । ପୂର୍ବରୁ ପାଉଥିବା ନିର୍ଦ୍ଦିଷ୍ଟ ପାରି