Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳ ବ୍ଳକର ବିଭିନ୍ନ ସ୍ଥାନରେ କରମ ସାନି ପୂଜା ଅନୁଷ୍ଠିତ

Naktideul, Sambalpur | Sep 4, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବିଭିନ୍ନ ଗ୍ରାମରେ ଗୁରୁବାର ସଂଧ୍ୟାରେ ବର୍ତ୍ତମାନ କରମ ସାନି ପୂଜା ଓ ନାଚ ହେଉଥ‌ିବା ଦେଖୁବାକୁ ମିଳୁଥ‌ିବା ବେଳେ ଏହି ବ୍ଲକର ସାଲେଭଟା ପଞ୍ଚାୟତ ଶାଗନାଳ କରମ ସାନି ପୂଜା କମିଟି ପକ୍ଷରୁ ଭାଦ୍ରବ ଦଶମୀ ଏବଂ ଏକାଦଶୀ ତିଥିରେ ମାଁ କରମ ସାନିଙ୍କ ପୂଜା ପାରମ୍ପରିକ ରୀତି ନୀତିରେ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି ।
Read More News
T & CPrivacy PolicyContact Us